ନାହିଆ Nāhiā

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ନାଭିଳ) — ଗୋଟାଳିପରି ବଡ଼ ନାଭିବିଶିଷ୍ଟ (ବ୍ୟକ୍ତି) — Having a big or swollen navel
  • ବି — ମାଛମାନଙ୍କ ରୋଗବିଶେଷ (ଏଥିରେ ମାଛମାନଙ୍କ ନାହି ଫୁଲି ଯାଏ; ଏମାନେ କିଛିକାଳ ଚିତି ହୋଇ ପହରନ୍ତି ଓ ପରେ ମରିଯାଆନ୍ତି) — A kind of disease of fishes by which they float on the water with the belly up and die after some time
  • ବି — ଗୋରୁମାନଙ୍କ ରୋଗବିଶେଷ — A kind of cattle disease
  • ବି — ଶଗଡ଼ ଚକର କେନ୍ଦ୍ରସ୍ଥ ଛିଦ୍ରର ଚାରିପାଖେ ଦିଆଯିବା ଲୌହ ବଳୟ; ପନ୍ଦା଼ଡ଼ି — A thick iron surrounding the central hole in the navel of a cart wheel