ନାଶିତ Nāṡita

  • ସଂ. ବିଣ. (ନଶ୍ ଧାତୁ ଣିଚ୍=ନାଶି ଧାତୁ+କର୍ମ. ତ) — ନିହତ — Killed
  • ସଂ. ବିଣ. (ନଶ୍ ଧାତୁ ଣିଚ୍=ନାଶି ଧାତୁ+କର୍ମ. ତ) — ଅନ୍ୟ ଦ୍ୱାରା ବିନାଶ ପ୍ରାପ୍ତ; ବିନଷ୍ଟ — Runied or destroyed by another