ନାର୍ମଦ Nārmada

  • ସଂ. ବିଣ. (ନର୍ମଦା+ଅ) — ନର୍ମଦା ନଦୀ ସମ୍ବନ୍ଧୀୟ — Relating to the Nervada river
  • ସଂ. ବି — ନର୍ମଦା ନଦୀ ଗର୍ଭରୁ ମିଳିବା ଶିବ ଲିଙ୍ଗ — Phallic images got from the bed of the Nervada river