ନାଲ Nāla

  • ବୈଦେ. ବି. (ଫା. ଲାଲ୍) — ରକ୍ତବର୍ଣ୍ଣ — Red colour
  • ବୈଦେ. ବି. (ଫା. ଲାଲ୍) — (ଆ. ନାଳ୍) ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ଅର୍ଦ୍ଧ ଚନ୍ଦ୍ରାକାର ଲୋହ ପତ୍ର — Horse-shoe; iron shoes pur to the hoofs of beasts of burden
  • ବୈଦେ. ବି. (ଫା. ଲାଲ୍) — [ଦ୍ର—ଜୋତାର ତଳା ଘୋରି ହୋଇ ନ ଯିବ ବୋଲି ଜୋତାର ତଳିରେ ମଧ୍ୟ ନାଲ ମରାଯାଏ।]
  • ବୈଦେ. ବି. (ଫା. ଲାଲ୍) — ଏକ ପ୍ରକାର ଅତି କ୍ଷୁଦ୍ର ଓ ସୁନ୍ଦର ରକ୍ତବର୍ଣ୍ଣ ପକ୍ଷୀ ଓ ବାରମାସୀ ଚଢ଼େଇ — A very tiny bird of red colour with white tips on it; the bull finch (Pyrhula Vulgaries.)
  • ବୈଦେ. ବି. (ଫା. ଲାଲ୍) — [ଦ୍ର—ଏହାର ବେକ ଓ ମୁଣ୍ଡ ରକ୍ତ ବର୍ଣ୍ଣ; ଛାତି ନାନାବର୍ଣ୍ଣ ଚିତ୍ରିତ, ପିଠି କଳା ଓ ଡେଣା ସୁନାର ରଙ୍ଗ। ଲୋକେ ଏ ପକ୍ଷୀ— ମାନଙ୍କୁ ସଉକିରେ ପାଳନ୍ତି।]
  • ବୈଦେ. ବି. (ଫା. ଲାଲ୍) — ଏକପ୍ରକାର ମାଣିକ୍ୟ — A kind of jem; ruby
  • ବୈଦେ. ବି. (ଫା. ଲାଲ୍) — ହାଲ; ଶଗଡ଼ ଉପରେ ଭିଡ଼ା ଯିବା ଲୁହାର ବଳୟ — The iron rim round a wooden wheel
  • ବୈଦେ. ବି. (ଫା. ଲାଲ୍) — (ହି. ଲାଲ୍) ହିନ୍ଦି ନାମ ସଙ୍ଗେ ଯୁକ୍ତ ଲାଲ ଶବ୍ଦର ଗ୍ରାମ୍ୟ ଉଚ୍ଚାରଣ (ଯଥା ରାମ ନାଲ; କହ୍ନେୟାଲାଲ) — A pronunciation of the particle 'Lal' used after Hindustanee names (e.g. in Ramlal; Kahneyalal.)
  • ବିଣ (ଫା. ଲାଲ୍) — ଆରକ୍ତ; ରକ୍ତବର୍ଣ୍ଣବିଶିଷ୍ଟ — Red-coloured