ନାରିବା Nāribā

  • ପ୍ରାଦେ. (ସମ୍ବଲପୁର) କ୍ରି — ପ୍ରତାରଣା କରିବା — To cheat
  • ପ୍ରାଦେ. (ସମ୍ବଲପୁର) କ୍ରି — ଏକଠାରେ ଥାଇ ନାରୁଅଛି ଦେଖୁ ଦେଖୁ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।