ନାତିନୀ Nātinī

  • ଦେ. ବିଣ. ସ୍ତ୍ରୀ (ସଂ. ନପ୍ତ୍ରୀ) — ପୁତ୍ରର ବା କନ୍ୟାର ଝିଅ — Grand daughter
  • ଦେ. ବିଣ. ସ୍ତ୍ରୀ (ସଂ. ନପ୍ତ୍ରୀ) — [ଦ୍ର—ହିନ୍ଦୀରେ କନ୍ୟାର କନ୍ୟାକୁ ନାତିନ୍ ଓ ପୁତ୍ରର କନ୍ୟାକୁ ପୋତୀ ବୋଲାଯାଏ। ]