ନାଗିନୀ Nāginī
- ସଂ. ବି. ସ୍ତ୍ରୀ (ନାଗିନ୍+ସ୍ତ୍ରୀ ଈ) — ନାଗଦନ୍ତୀ (ଦେଖ) — Nāgadantī (See)
- ସଂ. ବି. ସ୍ତ୍ରୀ (ନାଗିନ୍+ସ୍ତ୍ରୀ ଈ) — ତାମ୍ବୁଳ; ପାନ — Betel plant; piper betel
- ସଂ. ବି. ସ୍ତ୍ରୀ (ନାଗିନ୍+ସ୍ତ୍ରୀ ଈ) — ଦୁର୍ଗା — A name of Goddess Dugrā
- ସଂ. ବି. ସ୍ତ୍ରୀ (ନାଗିନ୍+ସ୍ତ୍ରୀ ଈ) — (ନାଗ+ଈ) ନାଗୁଣୀ — A female serpent