ନାଗରଙ୍ଗ Nāgaraṅga
- ସଂ. ବି. (ନାଗ=ସୀସା+ରଙ୍ଗ; ତହିଁରୁ ବାହାରୁ ଥିବାରୁ ସିନ୍ଦୁରକୁ ମଧ୍ୟ ନାଗ ବୋଲାଯାଏ, ସିନ୍ଦୁରପରି ଲାଲ ବର୍ଣ୍ଣ) — ନାରଙ୍ଗ (ଦେଖ) — Nāraṅga (See)
- ସଂ. ବି. (ନାଗ=ସୀସା+ରଙ୍ଗ; ତହିଁରୁ ବାହାରୁ ଥିବାରୁ ସିନ୍ଦୁରକୁ ମଧ୍ୟ ନାଗ ବୋଲାଯାଏ, ସିନ୍ଦୁରପରି ଲାଲ ବର୍ଣ୍ଣ) — ସିନ୍ଦୁର — Vermillion; red lead