ନାଗରକ Nāgaraka

  • ସଂ. ବି — (ନାଗର+କୁତ୍ସିତାର୍ଥେ. କ)—ଚୋର — A thief
  • ସଂ. ବି — (ନଗର+ପ୍ରବୀଣତାର୍ଥେ. କ)—ନଗରରକ୍ଷକ — A town watchman
  • ସଂ. ବି — ଚିତ୍ରକର; କଳାବିଦ୍ ବ୍ୟକ୍ତି — An artist
  • ସଂ. ବି — ରତିବନ୍ଧବିଶେଷ — A kind of coitus
  • ସଂ. ବି — ଊରୁମୂଳୋପରି ସ୍ଥିତ୍ୱା ଯୋଷିଦୂରୁହୟଂ ରମେତ୍ ଗ୍ରୀବାଂ ଧୃତ୍ୱା କରାଭ୍ୟାଂ ଚ ବନ୍ଧୋନାଗରଜୋମତଃ—ରତିମଞ୍ଜରୀ।
  • ସଂ. ବି — ଭଦ୍ର ବ୍ୟକ୍ତି — A polite or courteous person
  • ସଂ. ବି — ପୌରଜନ — Citizen
  • ସଂ. ବି — ଅନ୍ୟ ନାଗରୀ ପ୍ରତି ଆସକ୍ତ ଥିବା ଅବସ୍ଥାରେ ପ୍ରଥମ ନାଗରୀ ପ୍ରତି ବିଶେଷ ଅନୁରାଗପ୍ରକାଶକାରୀ ନାଗର — One who shows exaggerated attention to his first mistress while he is courting some one else (Apte)
  • ସଂ. ବି — ନଗରରକ୍ଷିବଳର ଅଧ୍ୟକ୍ଷ — The chief of the police (Apte)
  • ସଂ. ବି — ରସିକ ବ୍ୟକ୍ତି — A gallant
  • ସଂ. ବି — ସଉକୀନ୍ ଲୋକ — Beau
  • ସଂ. ବିଣ — ନାଗର (ଦେଖ) — Nāgara (See)