ନାକେଇବା Nākeibā
- ଦେ. କ୍ରି. ('ନାକ' ଶବ୍ଦରୁ ଓଡ଼ିଆ ନାମଧାତୁର କ୍ରିୟା) — କୌଣସି ଆଶାରେ କୌଣସି ସ୍ଥାନରେ ପାର୍ଶ୍ୱ— ଦେଶରେ ଅପେକ୍ଷା କରିବା — To wait or loiter at a place sidewise with some hope of attaining one's object
- ଦେ. କ୍ରି. ('ନାକ' ଶବ୍ଦରୁ ଓଡ଼ିଆ ନାମଧାତୁର କ୍ରିୟା) — ବୁଢ଼ିଆଣୀ ପାଖେ ନାକେଇଛି ଖଣ୍ଡିଆ କତରା କାଖେଇଛି—ଶିଶୁମାନଙ୍କ ଖେଳ ଗୀତ।
- ଦେ. କ୍ରି. ('ନାକ' ଶବ୍ଦରୁ ଓଡ଼ିଆ ନାମଧାତୁର କ୍ରିୟା) — ନାକାନ୍ତ କରିବା — To harass a person; to reduce a person to the last extremities