ନାକେଈ Nākeī

  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀର ନାକ ବଡ଼ ବା ଉନ୍ନତ — (woman) Having a big or prominent nose
  • ଦେ. ବିଣ. ସ୍ତ୍ରୀ — ଯେଉଁ ଆମ୍ବର ଅଗ ପାଖରେ ନାକ ଭଳି ଗୋଟିଏ ମୁନ ବାହାରି ଥାଏ — A mango having a nose-like protuberance at the end