ନରକ ଗତି Naraka gati

  • ସଂ. ବି. ( 7 ମୀ ତତ୍; ନରକ+ଗତି) — ପାପକାର୍ଯ୍ୟ କରିଥିବା ହେତୁ ମୃତ୍ୟୁ ପରେ ନରକଆଡ଼କୁ ଯିବା — Advancing in the path leading to the Hell after death (as a result of one's sins)
  • ସଂ. ବି. ( 7 ମୀ ତତ୍; ନରକ+ଗତି) — ପାପକର୍ମ ଯୋଗୁଁ ମୃତ୍ୟୁ ପରେ ନରକରେ ପଡ଼ିବା — Falling in to the Hell after death for one's sins