ନମଦା Namadā

  • ବୈଦେ. ବି. (ଫା; ତୁଳ. ସଂ. ନମତ=ଊର୍ଣ୍ଣାବସ୍ତ୍ର) — ପଶମ ଜମା ହୋଇ ବା ଛିଞ୍ଚା ହୋଇ ତିଆରି ହୋଇଥିବା କମ୍ବଳ ବା ଲୁଗା — A cloth of compressed wool