ନମନୀୟ Namanīya

  • ସଂ. ବିଣ. (ନମ୍ ଧାତୁ +କର୍ମ. ଅନୀୟ) — ନତହେବାର ଯୋଗ୍ୟ; ଯାହାକୁ ନୁଆଇଁ ହୁଏ — Pliant; flexible; plastic
  • ସଂ. ବିଣ. (ନମ୍ ଧାତୁ +କର୍ମ. ଅନୀୟ) — ଯାହାକୁ ନୁଆଇଁବା ଆବଶ୍ୟକ — Requiring to be bent
  • ସଂ. ବିଣ. (ନମ୍ ଧାତୁ +କର୍ମ. ଅନୀୟ) — ଯାହାଙ୍କୁ ନମସ୍କାର କରିବା ଉଚିତ; ପୂଜନୀୟ — Respectable