ନବୀକୃତ Nabīkṛuta
- ସଂ. ବିଣ (ନବ+ଅଭୁତଭାବେ ଚ୍ୱି+କୃତ) — ମରାମତ କରାଯାଇଥିବା; ଜୀର୍ଣ୍ଣସଂସ୍କୃତ — Repaired; reformed
- ସଂ. ବିଣ (ନବ+ଅଭୁତଭାବେ ଚ୍ୱି+କୃତ) — ବିଶ୍ରାମାଦି ଦ୍ୱାରା ନବ ବଳ ପ୍ରାପ୍ତ — Refreshed after rest
- ସଂ. ବିଣ (ନବ+ଅଭୁତଭାବେ ଚ୍ୱି+କୃତ) — ପୁଣି ନୂଆ ହୋଇ କରା ଯାଇଥିବା; ପୁର୍ନଗଠିତ — Renewed; renovated