ନବିସ୍ Nabis
- ବୈଦେ. ବି. (ଫା. ନବୀସ) — ଲେଖକ — Writer
- ବୈଦେ. ବି. (ଫା. ନବୀସ) — ଯେଉଁ ବ୍ୟକ୍ତି କୌଣସି ଲେଖା କାର୍ଯ୍ୟ କରେ — A person who does a certain writing
- ବୈଦେ. ବି. (ଫା. ନବୀସ) — [ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ନକଲ ନବିସ, ତାଇଜ ନବିସ, ତଉଜୀ ନବିସ୍ , ଅରଜୀ ନବିସ୍ ଇତ୍ୟାଦି।]