ନନ୍ଦିଆ Nandiā

  • ଦେ. ବି. (ସଂ. ନନ୍ଦା, ନନ୍ଦିକା) — ଚଉଡ଼ାମୁହାଁ ମାଟିର ବଡ଼ ଜଳାଧାର ବା କୁଣ୍ଡ; ଜାହାଲା; ଅଳିଞ୍ଜର — A big wide-mouthed earthen water- jar
  • ଦେ. ବି. (ସଂ. ନନ୍ଦା, ନନ୍ଦିକା) — ନନ୍ଦ ନାମକ ବ୍ୟକ୍ତିର ଅନାଦରାର୍ଥକ ଡାକ ନାମ — Name for calling Nanda disrespect- fully