ନନ୍ଦକ Nandaka
- ସଂ. ବିଣ. ପୁଂ (ନନ୍ଦି ଧାତୁ=ଆନନ୍ଦିତ କରାଇବା+କର୍ତ୍ତୃ. ଅକ) — ଆନନ୍ଦପ୍ରଦ; ଆନନ୍ଦକାରକ — Gladdening; pleasant; joyful; pleasing
- ସଂ. ବିଣ. ପୁଂ (ନନ୍ଦି ଧାତୁ=ଆନନ୍ଦିତ କରାଇବା+କର୍ତ୍ତୃ. ଅକ) — କୁଳପାଳକ; କୁଳର ଆନନ୍ଦଦାୟକ (ପୁତ୍ର) — Maintaining one's family; gladdening the family
- ସଂ. ବି.—(+କରଣେ. ଅକ) — ଶ୍ରୀକୃଷ୍ଣଙ୍କ ଖଡ୍ଗ — The sword of Ṡrīkṛushṇa
- ସଂ. ବି.—(+କରଣେ. ଅକ) — (ନନ୍ଦ+ସ୍ୱାର୍ଥେ. କ)-ଶ୍ରୀକୃଷ୍ଣଙ୍କ ପାଳକ ପିତା; ନନ୍ଦ — The foster-father of Ṡrīkṛushṇa
- ସଂ. ବି.—(+କରଣେ. ଅକ) — ଆନନ୍ଦ — Pleasure; joy; happiness
- ସଂ. ବି.—(+କରଣେ. ଅକ) — ଭେକ; ବେଙ୍ଗ — A frog
- ସଂ. ବି.—(+କରଣେ. ଅକ) — ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର — Name of one of the hundred sons of Dhṛutarāshṭra
- ସଂ. ବି.—(+କରଣେ. ଅକ) — ସ୍କନ୍ଦଙ୍କ ଅନୁଚରବିଶେଷ — Name of an attendant of Kārttikeya
- ସଂ. ବି.—(+କରଣେ. ଅକ) — ପୌରାଣିକ ନାଗବିଶେଷ — Name of an mythological serpent