ନଟକୂଟିଆ Naṭakūṭiā
- ଦେ. ବିଣ. ପୁଂ — ଗୋଳମାଳିଆ; ଅଡୁଆ — Intricate; awkward
- ଦେ. ବିଣ. ପୁଂ — ଯେ ଅଡୁଆ ଲଗାଏ — Causing complications
- ଦେ. ବିଣ. ପୁଂ — ବିରକ୍ତିକର — Troublesome; perplexing; vexatious
- ଦେ. ବିଣ. ପୁଂ — ଉତ୍ପାତକାରୀ — Oppressive
- ଦେ. ବିଣ. ପୁଂ — ଦୁଷ୍କର; କଷ୍ଟସାଧ୍ୟ — Difficult
- ଦେ. ବିଣ. ପୁଂ — ଦୁଷ୍ଟ — wicked