ନଟକଣି Naṭakaṇi

  • ଗ୍ରା. ବି. (ସଂ. ଲଡ଼ନ=ଝୁଲିବା) — ଲଟକଣି; ପାଗ ବା ଟୋପିରୁ ଲମ୍ବିଥିବା ଭୁଣ୍ଡି ବା ଫୁଲି — Tassels hanging down from a turban or cap
  • ଗ୍ରା. ବି. (ସଂ. ଲଡ଼ନ=ଝୁଲିବା) — ନଟକଣି ହୀରା ଯେ କମ୍ପି ଜନହିଆ କମ୍ପାଇଣ ଥିଲା ନ କରି କିଛି ଦୟା । କୃଷ୍ଣସିଂହ. ମହାଭାରତ. ବନ ।