ନଗ୍ନାଟ Nagnāṭa

  • ସଂ. ବିଣ. (ନଗ୍ନ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଦିଗମ୍ବର; ବିବସ୍ତ୍ର — Naked; nude
  • ସଂ. ବିଣ. (ନଗ୍ନ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଜୈନ ବା ବୌଦ୍ଧ ଯତି — A Jaina or Buddhist mendicant