ନଖଖାଦୀ Nakhakhādī

  • ସଂ. ବିଣ. ପୁଂ. (ନଖ+ ଖାଦ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) — ଯେଉଁ ବ୍ୟକ୍ତି ଆପଣା ନଖର ଆଗକୁ ଦାନ୍ତରେ କାମୁଡ଼ି ଛିଣ୍ଡାଏ — (a person) Clipping his own nails with the teeth
  • ସଂ. ବିଣ. ପୁଂ. (ନଖ+ ଖାଦ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) — [ଦ୍ର—ମନୁ ଅନୁସାରେ ଏପରି ବ୍ୟକ୍ତିର ଶୀଘ୍ର ବିନାଶ ଘଟେ— ହି. ଶବ୍ଦସାଗର।]
  • ସଂ. ବିଣ. ପୁଂ. (ନଖ+ ଖାଦ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) — ଯେଉଁ ଜୀବମାନେ ନଖ ସାହାଯ୍ୟରେ ଖାଆନ୍ତି — (animals) Taking food with the help of the finger-nails