ଧଡ଼ର ଧଡ଼ର Dhaṟḍ̠ara dhaṟḍ̠ara

  • ଦେ. ଅ. (ଧ୍ୱନ୍ୟନୁକରଣ) — ଧଡ଼ଧଡ଼ (ଦେଖ) — Dhaṟḍ̠a dhaṟḍ̠a (See)
  • ଦେ. ଅ. (ଧ୍ୱନ୍ୟନୁକରଣ) — ଲୁଗା ଚୁପୁଡ଼ିବାକୁ ବେଳ ନାହିଁ, ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝର ଝର ହୋଇ ପାଣି ବୋହି ପଡ଼ୁଅଛି— ଫକୀରମୋହନ ଛମାଣ ଆଠଗୁଣ୍ଠ।