ଧ୍ୟାନୀ Dhyānī

  • ସଂ. ବିଣ. (ଧ୍ୟାନ+ଅଛି ଅର୍ଥରେ ଇନ୍; 1 ମା 1 ବ) — ଧ୍ୟାନମଗ୍ନ — Engaged in contemplation
  • ସଂ. ବିଣ. (ଧ୍ୟାନ+ଅଛି ଅର୍ଥରେ ଇନ୍; 1 ମା 1 ବ) — ସମାଧିସ୍ଥ — Forgetful of one's existence, being absorbed in contemplation