ଧୃଷ୍ଣୁ Dhṛushṇu

  • ସଂ. ବିଣ. ପୁଂ. (ଧୃଷ୍ ଧାତୁ+ଶୀଳାର୍ଥରେ. ନୁ) — ଧୃଷ୍ଟ — Arrogant; insolent
  • ସଂ. ବିଣ. ପୁଂ. (ଧୃଷ୍ ଧାତୁ+ଶୀଳାର୍ଥରେ. ନୁ) — ନିର୍ଲଜ୍ଜ — Shameless
  • ସଂ. ବିଣ. ପୁଂ. (ଧୃଷ୍ ଧାତୁ+ଶୀଳାର୍ଥରେ. ନୁ) — ସହିଷ୍ଣୁ — Patient; enduring; forbearing
  • ସଂ. ବି — (ନାମ) ବୈବସ୍ୱତ ମନୁଙ୍କର ଏକ ପୁତ୍ର — Name of a son of Bai̱baswata Manu
  • ସଂ. ବି — ସାବର୍ଣ୍ଣ ମନୁଙ୍କର ଏକ ପୁତ୍ର — Name of a son of Sābarṇṇa Manu
  • ସଂ. ବି — ଏକ ରୁଦ୍ରଙ୍କ ନାମ — Name of one of the Rudra Deities