ଧୃଷ୍ଟା Dhṛushṭā
- ସଂ. ବିଣ. ସ୍ତ୍ରୀ. (ଧୃଷ୍ଟ+ସ୍ତ୍ରୀ. ଆ) — ଧୃଷ୍ଟର ସ୍ତ୍ରୀଲିଙ୍ଗ — Feminine of Dhṛushṭa
- ସଂ. ବିଣ. ସ୍ତ୍ରୀ. (ଧୃଷ୍ଟ+ସ୍ତ୍ରୀ. ଆ) — ଅସତୀ (ସ୍ତ୍ରୀ) — Unchaste (woman)
- ସଂ. ବିଣ. ସ୍ତ୍ରୀ. (ଧୃଷ୍ଟ+ସ୍ତ୍ରୀ. ଆ) — ଧର୍ଷିତା; ଯେଉଁ ସ୍ତ୍ରୀର ସତୀତ୍ୱ ନଷ୍ଟ କରାଯାଇ ଅଛି — Violated (woman); ravished