ଧୂଳି ଘର Dhūḻi ghara
- ଦେ. ବି. — ପିଲାମାନଙ୍କର ଧୂଳି ସାହାଯ୍ୟରେ କରିବା ଖେଳଘର — A doll's house made by children with dust
- ଦେ. ବି. — ପିଲାମାନଙ୍କ ଧୁଳି ଘର ପରି ଅବାସ୍ତବ ଓ ଅସ୍ଥାୟୀ ବିଷୟ — Any unreal or short-lived thing like children's doll-house
- ଦେ. ବି. — ପିଲାଙ୍କ ଖେଳଘର ପରି ସଂସାରର ଗାର୍ହସ୍ଥ୍ୟ କ୍ରିୟା — Worldly affairs compared to children's play-house
- ଦେ. ବି. — (ଯଥା—ଦଇବ ମୋ ଧୂଳିଘର ଭାଙ୍ଗି ଦେଲା।)