ଧିଆଇବା Dhiāibā
- ଦେ. (ପଦ୍ୟ) କ୍ରି. (ସଂ. ଧୈ ଧାତୁ ଧ୍ୟାନ କରିବା) — ଧ୍ୟାଇବା; ଧ୍ୟାନ କରିବା — To contemplate
- ଦେ. (ପଦ୍ୟ) କ୍ରି. (ସଂ. ଧୈ ଧାତୁ ଧ୍ୟାନ କରିବା) — ସର୍ବଦା ଚିନ୍ତା କରିବା — To brood over
- ଦେ. (ପଦ୍ୟ) କ୍ରି. (ସଂ. ଧୈ ଧାତୁ ଧ୍ୟାନ କରିବା) — ସ୍ମରଣ କରିବା; ମନେ ପକାଇବା — To remember; to recall to mind; to recollect
- ଦେ. (ପଦ୍ୟ) କ୍ରି. (ସଂ. ଧୈ ଧାତୁ ଧ୍ୟାନ କରିବା) — ଚନ୍ଦ୍ରମା, ପ୍ରଭାତେ ଭାବ ଧିଆଇବି—ଭଞ୍ଜ. ପ୍ରେମସୁଧାନିଧି।