ଧବଳାଙ୍ଗ Dhabaḻāṇga

  • ସଂ. ବିଣ. ପୁଂ (ବହୁବ୍ରୀହି; ଧବଳ+ଅଙ୍ଗ) — ଯାହାର ଶରୀର ଧଳା — Having a white body
  • ସଂ. ବି — ହଂସ — Swan