ଧନିକା Dhanikā

  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ଧନିକ ବଧୂ; ବଣିକର ସ୍ତ୍ରୀ — A merchant's wife
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ସାଧ୍ୱୀ ସ୍ତ୍ରୀ — A chaste woman
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ମାନନୀୟା ସ୍ତ୍ରୀ — A respectable lady
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ସୁନ୍ଦରୀ ସ୍ତ୍ରୀ — A beautiful woman; a graceful woman
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ରସିକା ସ୍ତ୍ରୀ — A flirt; a gay lady
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — (ଯୌବନରେ ଧନୀ) ଯୁବତୀ — A young woman
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ବଧୂ; ଭାର୍ଯ୍ୟା — Wife
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ଧନବତୀ ସ୍ତ୍ରୀ — A rich woman
  • ସଂ. ବି. ସ୍ତ୍ରୀ. (ଧନିକ+ସ୍ତ୍ରୀ. ଆ) — ପ୍ରିୟଙ୍ଗୁ (ହି. ଶ) — Priyaṅgu (See)
  • ସଂ. ବିଣ — ଧାର୍ମିକା — Virtuous
  • ସଂ. ବିଣ — ସାଧ୍ୱୀ — Chaste
  • ସଂ. ବିଣ — ଧନବତୀ (ସ୍ତ୍ରୀ) — Rich (woman)