ଧନାଢ୍ୟ Dhanāḍhya

  • ସଂ. ବିଣ. ପୁଂ. ( 3 ୟା ତତ୍; ଧନ+ଆଢ୍ୟ) — ମହାଧନୀ; ବିଭବଶାଳୀ; ବଡ଼ଲୋକ — Affluent; wealthy; opulent
  • ସଂ. ବିଣ. ପୁଂ. ( 3 ୟା ତତ୍; ଧନ+ଆଢ୍ୟ) — ଧନାଢ୍ୟ ବୋଲି ଏ ଶୟଳେ ଯେ ନିତ୍ୟେ, ଇଷ୍ଟଧର୍ମ ପାଳେ—ଜଗନ୍ନାଥ, ଭାଗବତ।