ଧତୁରିଆ Dhaturiā
- ଦେ. ବି. (ସଂ. ଧୁସ୍ତୁର) — ପୂର୍ବେ ଭାରତରେ ପଥିକମାନଙ୍କ ଉପରେ ଅତ୍ୟାଚାର କରୁଥିବା ଯେଉଁ ଠଗମାନେ ପଥିକଙ୍କୁ ଧତୁରା ମଞ୍ଜି ଖୁଆଇ ବେହୋସ୍ କରି ସେମାନଙ୍କ ସମ୍ପତ୍ତି ଲୁଣ୍ଠନ କରୁଥିଲେ — The Thugs of India who used to make travellers unconscious by administering Dhaturā poison and rob them of their belongings
- ଦେ. ବିଣ — ଧତଡ଼ା (ଦେଖ) — Dhataṟḍ̠ā (See)