ଧତ୍ Dhat

  • ଦେ. ଅ. (ସଂ. ଦୂର) — ଦୂର; ଦୁର୍କର — (Interjection) Fie; Be off; shame
  • ଦେ. ଅ. (ସଂ. ଦୂର) — ହାତୀକୁ ଠିଆ କରିବା ନିମନ୍ତେ ମାହୁନ୍ତର ଉଚ୍ଚାରିତ ଆଦେଶ — 1. Interjection used by the driver directing an elephant to stop