ଧଅଳେଇବା Dha-aḻeibā

  • ଦେ କ୍ରି. (ସଂ. ଧବଳରୁ ଓଡିଆ ନାମ ଧାତୁ; ତୁଳ. ସଂ. ଧବଳାୟତେ=ଧଳା ପାଲଟିଛି) — ଧବଳିତ କରିବା — To whiten
  • ଦେ କ୍ରି. (ସଂ. ଧବଳରୁ ଓଡିଆ ନାମ ଧାତୁ; ତୁଳ. ସଂ. ଧବଳାୟତେ=ଧଳା ପାଲଟିଛି) — ଘରର କାନ୍ଥ ଆଦିକୁ ପାଣିଆଁ ଚୂନରେ ସଫେଦି କରିବା — To whitewash