ଦ୍ୱେଷଣ Dweshaṇa

  • ସଂ. ବି. (ଦ୍ୱିଷ୍ ଧାତୁ+ଭାବେ. ଅନ) — ବୈରାଚାର; ଶତ୍ରୁତାଚରଣ — Enmity
  • ସଂ. ବି. (ଦ୍ୱିଷ୍ ଧାତୁ+ଭାବେ. ଅନ) — ପ୍ରତିହିଂସା ନେବା — Taking revenge
  • ସଂ. ବି. (ଦ୍ୱିଷ୍ ଧାତୁ+ଭାବେ. ଅନ) — ଶତ୍ରୁ — Enemy