ଦ୍ୱିଗୁ Dwigu
- ସଂ. ବିଣ (ବହୁବ୍ରୀହି; ଦ୍ୱି+ଗୋ) — ଯେଉଁ ବ୍ଯକ୍ତିର ଦୁଇଟି ଗୋରୁ ଅଛି — (a person) Owing two cows
- ସଂ. ବିଣ (ବହୁବ୍ରୀହି; ଦ୍ୱି+ଗୋ) — ଦୁଇଟି ଗୋରୁ ବିନିମୟରେ ଯାହା ବଦଳା ଯାଇଅଛି — Bartered or exchanged for two cows
- ବି — ସମାହାରାଦି ଅର୍ଥରେ ସଂଖ୍ୟାପୂର୍ବକ କର୍ମଧାରୟ ସମାସ — A class of compounds indicating a collection or number in which the first member is a number
- ବି — (ଯଥା—ତ୍ରିଭୁବନ, ତ୍ରିଲୋକୀ, ଚତୁଷ୍ପଦୀ ଇତ୍ୟାଦି।)
- ବି — [ଦ୍ର—ସଂସ୍କୃତିରେ ଦ୍ୱିଗୁସମାସ ତ୍ରିବିଧ ଯଥା— 1 । ଉତ୍ତରପଦ ଯଥା—ସପ୍ତମାସୋପବୀତ; 2 । ସମାହାର ଯଥା—ତ୍ରିଭୁବନ, ସପ୍ତସତୀ, ତ୍ରିଲୋକୀ। 3 । ତଦ୍ଧିତାର୍ଥେ ଯଥା—ଦ୍ୱ୍ୟଞ୍ଜଳି, ଅଷ୍ଟବର୍ଷ ଇତ୍ୟାଦି। — [ଦ୍ର—ସଂସ୍କୃତିରେ ଦ୍ୱିଗୁସମାସ ତ୍ରିବିଧ ଯଥା—1 ଉତ୍ତରପଦ ଯଥା—ସପ୍ତମାସୋପବୀତ;2 ସମାହାର ଯଥା—ତ୍ରିଭୁବନ, ସପ୍ତସତୀ, ତ୍ରିଲୋକୀ3 ତଦ୍ଧିତାର୍ଥେ ଯଥା—ଦ୍ୱ୍ୟଞ୍ଜଳି, ଅଷ୍ଟବର୍ଷ ଇତ୍ୟାଦି