ଦ୍ୱିକ Dwika
- ସଂ. ବି (ଦ୍ୱି+କ; ଯେଉଁ ଶବ୍ଦରେ ଦୁଇଟି କ ଅକ୍ଷର ଅଛି) — କାକ; କୁଆ — Crow (Apte)
- ସଂ. ବି (ଦ୍ୱି+କ; ଯେଉଁ ଶବ୍ଦରେ ଦୁଇଟି କ ଅକ୍ଷର ଅଛି) — କୋକ; ଚକ୍ରବାକ — The Ruddy Goose (Apte)
- ସଂ. ବିଣ — ଦୁଇ ପରସ୍ତିଆ — Two fold (Apte)
- ସଂ. ବିଣ — ଦୁଇ ସଂଖ୍ୟକ — Consisting of two (Apte)
- ସଂ. ବିଣ — ଦ୍ୱିତୀୟ — Second (Apte)
- ସଂ. ବିଣ — ଦ୍ୱିତୀୟବାର ଘଟିବା — Happening for the second time (Apte)
- ସଂ. ବିଣ — ଶତକରା ଦୁଇ ହିସାବରେ — Two per cent (Apte)
- ସଂ. ବିଣ — ଦୁଇ ସଂଖ୍ୟା ଦ୍ୱାରା ବର୍ଦ୍ଧିତ — Increased by two (Apte)