ଦ୍ୱାପର Dwāpara

  • ସଂ. ବି. (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ) — ହିନ୍ଦୁପୁରାଣ ମତରେ ସୃଷ୍ଟିର ତୃତୀୟ ଯୁଗ — The third Puranic age or aeon of the world according to the Hindus
  • ସଂ. ବି. (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ) — [ଦ୍ର—ଏହାର କାଳ 8 ଲକ୍ଷ 64 ହଜାର ବର୍ଷ। ଏହି ଯୁଗରେ ଶ୍ରୀକୃଷ୍ଣ ଓ ବୌଦ୍ଧ ଅବତାରଦ୍ୱୟ ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ; ପୁଣ୍ଯ ଓ ପାପ ସମାନ ଥିଲା, ମନୁଷ୍ୟର ଦେହର ପରିମାଣ 7 ହାତ ଓ ପରମାୟୁ ଏକ ହଜାର ବର୍ଷ ଥିଲା। ଯୁଧିଷ୍ଠିର ଦ୍ୱାପର ଯୁଗର ଶେଷ ରାଜା ଥିଲେ।] — [ଦ୍ର—ଏହାର କାଳ8ଲକ୍ଷ64ହଜାର ବର୍ଷ ଏହି ଯୁଗରେ ଶ୍ରୀକୃଷ୍ଣ ଓ ବୌଦ୍ଧ ଅବତାରଦ୍ୱୟ ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ; ପୁଣ୍ଯ ଓ ପାପ ସମାନ ଥିଲା, ମନୁଷ୍ୟର ଦେହର ପରିମାଣ7ହାତ ଓ ପରମାୟୁ ଏକ ହଜାର ବର୍ଷ ଥିଲା ଯୁଧିଷ୍ଠିର ଦ୍ୱାପର ଯୁଗର ଶେଷ ରାଜା ଥିଲେ]
  • ସଂ. ବି. (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ) — ସନ୍ଦେହ — Doubt; suspicion
  • ସଂ. ବି. (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ) — ଦେବ ଦଇବ ତୋ ଅଭିମତ; ଦୂର କର ଦ୍ୱାପରକୁ ଚେତ— କବିସୂର୍ଯ୍ୟ. କିସୋରୀଚମ୍ପୁ. ଦ—ଗୀତ।
  • ସଂ. ବି. (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ) — ପଶାକାଠିର ଯେଉଁ ପାଖରେ ଦୁଇଟି ବିନ୍ଦୁ ଚିହ୍ନିତ ହୋଇଥାଏ — The side of a dice marked with two points (Apte)
  • ସଂ. ବି. (ଦ୍ୱି+ପର; ଯେଉଁ ଯୁଗ ଦୁଇ ଯୁଗର ପରେ ଅର୍ଥାତ୍ ସତ୍ୟ ଓ ତ୍ରେତା ଯୁଗ ପରେ ପଡ଼େ) — ଅନିଶ୍ଚୟ — Uncertainty (Apte)