ଦ୍ୱାର Dwāra
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — ଦୁଆର; ଦରୋଜା; କବାଟ — Door; entrance; door-way; ingress
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — [ଦ୍ର—ଦ୍ୱାରମାନଙ୍କର ଭିନ୍ନ ଭିନ୍ନ ଅଂଶର ନାମ; ଯଥା— ଚଉକାଠ, ଏରୁଣ୍ଡିବନ୍ଧ, ସରଦଳ ପଟା, କବାଟ, ଜାଉଁଳି କବାଟ, ନାଗବନ୍ଧ, କିଳିଣୀ, ଜୁଳୁକି, ଡମଣୀ, କବିଜା, ଶିକୁଳୀ, ଅରାମୁଣ୍ଡ (ଘୁଙ୍ଗୁଡ଼ି), କୁହୁଣ୍ଡା ଓ ଦଶି।]
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — ଗମନାଗମନର ବାଟ — Passage way
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — ଉପାୟ — Means
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — ସମ୍ମୁଖ — Front
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — କୌଣସି ସ୍ଥାନରେ ମେଲା ଥିବା ଅଂଶ; ଛେଦ; ଛିଦ୍ର — Opening (Apte); hole
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — ଯାହାଦ୍ୱାରା କୌଣସି କର୍ମ ସମ୍ପାଦିତ ହୁଏ; କର୍ମ— ସାଧନୋପାୟ — Medium; expedient (Apte)
- ସଂ. ବି. (ଦ୍ୱ ଧାତୁ+ଣିଚ୍=ଦ୍ୱାରି ଧାତୁ=ଆଚ୍ଛାଦନ ବା ରୋଧ କରିବା+କରଣ. ଅ) — ଶରୀରର ନଅଗୋଟି ଛିଦ୍ର — The nine apertures of the human body (Apte)
- ଦେ. ବି — ମୂଳକାରଣ — Root cause
- ଦେ. ବି — ଏ ରୋଷ ଘୋର ତମ ଦ୍ୱାର, ଏ ନୋହେ ଉତ୍ତମ ବେଭାର— ଜଗନ୍ନାଥ. ଭାଗବତ।