ଦୋହୋଡ଼ Dohoṟḍ̠a

  • ଦେ. ବି — ଦ୍ୱିତୀୟ ଥର ହଳ କରିବା; ଦେ ଓଡ଼ — Tilling for the second time
  • ଦେ. ବି — ଦୋରୁଅ (ଦେଖ) — Dorua (See)
  • ବିଣ — ଦୋଓଡ଼; ଦୁଇ ଥର ଚାଷ କରାଯାଇଥିବା (ଜମି) — (a plot of land) Tilled twice