ଦୋଫସଲି Dophasali

  • ଦେ. ବିଣ. (ସଂ. ଦ୍ୱି+ଆ. ଫସଲ୍) — ଯେଉଁ ଜମିରେ ବର୍ଷକ ମଧ୍ୟରେ ଦୁଇଗୋଟି ଫସଲ ଉତ୍ପାଦିତ ହୁଏ — (land) Growing two crops in the year