ଦୋଜଖ୍ Dojakh

  • ବୈଦେ. ବି. (ଫା) — ମୁସଲମାନଙ୍କ ମତରେ ମୃତ୍ୟୁ ପରେ ପାପୀ ବ୍ଯକ୍ତିଙ୍କୁ ଯେଉଁଠାରେ ଦଣ୍ଡ ଦିଆଯାଏ; ମୁସଲମାନଙ୍କ ନରକ — The hell of the Mahomedans