ଦୈବଜ୍ଞ Da̲i̱baj̄n̄a

  • ସଂ. ବି. ପୁଂ (ଦୈବ=ପୂର୍ବଜନ୍ମ କୃତ ଶୁଭାଶୁଭ କର୍ମ+ଜ୍ଞା ଧାତୁ+ କର୍ତ୍ତୃ. ଅ) — ଗଣକ — Fortune teller
  • ସଂ. ବି. ପୁଂ (ଦୈବ=ପୂର୍ବଜନ୍ମ କୃତ ଶୁଭାଶୁଭ କର୍ମ+ଜ୍ଞା ଧାତୁ+ କର୍ତ୍ତୃ. ଅ) — ଫଳିତ ଜ୍ୟୋତିଷ ଶାସ୍ତ୍ରଜ୍ଞ; ଭବିଷଦ୍ବକ୍ତା — Astrologer
  • ସଂ. ବି. ପୁଂ (ଦୈବ=ପୂର୍ବଜନ୍ମ କୃତ ଶୁଭାଶୁଭ କର୍ମ+ଜ୍ଞା ଧାତୁ+ କର୍ତ୍ତୃ. ଅ) — ଜ୍ୟୋତିଷ ବିଦ୍ଯା ଦ୍ୱାରା ଜୀବିକା ନିର୍ବାହକାରୀ ଜାତି— ବିଶେଷ — A caste of professional astrologers