ଦେୱାନ୍ Dewān

  • ବୈଦେ. ବି (ଫା. ଦେୱାନ୍) — ରାଜ୍ୟର ପ୍ରଧାନ ସଚିବ — Minister; the chief executive officer of a state; Dewan
  • ବୈଦେ. ବି (ଫା. ଦେୱାନ୍) — [ଦ୍ର—ଏ ଫାରସୀ ଶବ୍ଦ ଓଡ଼ିଆ ଓ ଇଂରାଜୀରେ ଚଳିଲାଣି]