ଦେବ ମାସ Deba māsa
- ସଂ. ବି (ଦେବ=ସ୍ୱାର୍ଗୀୟ+ମାସ) — ଭ୍ରୃଣର ମାତୃଗର୍ଭରେ ରହିବାର ଅଷ୍ଟମ ମାସ — The eighth month of the foetus in the womb
- ସଂ. ବି (ଦେବ=ସ୍ୱାର୍ଗୀୟ+ମାସ) — ସୌର 30 ବର୍ଷ — ସୌର30ବର୍ଷ—. A month of the Gods equal to 30 years in human calculation
- ସଂ. ବି (ଦେବ=ସ୍ୱାର୍ଗୀୟ+ମାସ) — [ଦ୍ର—ଦେବତାଙ୍କ ଗଣନାରେ ଏକ ଦିନ=ମନୁଷ୍ୟ ଗଣନାରେ ଏକ ବର୍ଷ; ଦେବତାଙ୍କ ଗଣନାରେ 1 ମାସ=ମନୁଷ୍ୟ ଗଣନାରେ 30 ବର୍ଷ।] — [ଦ୍ର—ଦେବତାଙ୍କ ଗଣନାରେ ଏକ ଦିନ=ମନୁଷ୍ୟ ଗଣନାରେ ଏକ ବର୍ଷ; ଦେବତାଙ୍କ ଗଣନାରେ1ମାସ=ମନୁଷ୍ୟ ଗଣନାରେ30ବର୍ଷ]