ଦୂତାବାସ Dūtābāsa

  • ସଂ. ବି. ( 6 ଷ୍ଠୀ ତତ୍; ଆଧୁନିକ ପ୍ରୟୋଗ) — ମିତ୍ରରାଜାଙ୍କ ସଭାରେ ନିଯୁକ୍ତ ଅନ୍ଯ ରାଜାଙ୍କ ଦୂତ ଯେଉଁଠାରେ ବସା କରି ରହନ୍ତି — Consulate; residency; the seat of an ambassador in a foreign court