ଦୂତୀ Dūtī
- ସଂ. ବି. ସ୍ତ୍ରୀ. (ଦୂତ+ ସ୍ତ୍ରୀ. ଈ; ଦୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ ତୀ) — ବାର୍ତ୍ତାବାହିକା ସ୍ତ୍ରୀ — A female messenger
- ସଂ. ବି. ସ୍ତ୍ରୀ. (ଦୂତ+ ସ୍ତ୍ରୀ. ଈ; ଦୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ ତୀ) — କୁଟୁଣୀ; ଯେଉଁ ସ୍ତ୍ରୀ ପରପୁରୁଷ ନିକଟରେ ପରସ୍ତ୍ରୀ ଆଣି ଜୁଟାଏ — A go-between; a procuress; a bawd
- ସଂ. ବି. ସ୍ତ୍ରୀ. (ଦୂତ+ ସ୍ତ୍ରୀ. ଈ; ଦୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ ତୀ) — [ଦ୍ର—ଦୂତୀ ତ୍ରିବିଧ ଯଥା— 1 । ଦୂତୀ, 2 । ସ୍ୱୟଂ ଦୂତୀ, ଓ 3 । ଆପ୍ତ ଦୂତୀ (ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି 2।7 ପୃ।) — [ଦ୍ର—ଦୂତୀ ତ୍ରିବିଧ ଯଥା—1 ଦୂତୀ,2 ସ୍ୱୟଂ ଦୂତୀ, ଓ3 ଆପ୍ତ ଦୂତୀ (ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି27ପୃ)
- ସଂ. ବି. ସ୍ତ୍ରୀ. (ଦୂତ+ ସ୍ତ୍ରୀ. ଈ; ଦୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ ତୀ) — (ନାମ) ଶ୍ରୀକୃଷ୍ଣ ଓ ରାଧିକାଙ୍କ ମଧ୍ୟରେ ସଂବାଦ ନେବା ଆଣିବା କରୁଥିବା ସଖୀ — The name of a female companion of Rādhikā who was acting as a messanger between Ṡrīkṛushṇa and Rādhikā
- ଦେ. ବି. — ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females