ଦୁହିତ Duhita

  • ଦେ. ବି. ସ୍ତ୍ରୀ. (ପଦ୍ଯ) (ସଂ. ଦୁହିତୃ) — କନ୍ଯା; ଝିଅ — Daughter
  • ଦେ. ବି. ସ୍ତ୍ରୀ. (ପଦ୍ଯ) (ସଂ. ଦୁହିତୃ) — କ୍ଷମା କର ଦୋଷ ମୁଁ ତୁମ୍ଭର ଦୁହିତ। କୃଷ୍ଣସିଂହ. ମହାଭାରତ ବନ।