ଦୁର୍ଜନ Durjana

  • ସଂ. ବି. (କର୍ମଧା; ଦୁର୍+ଜନ) — ଦୁଷ୍ଟ ବ୍ଯକ୍ତି — A wicked person; a vile person; a scoundrel
  • ସଂ. ବି. (କର୍ମଧା; ଦୁର୍+ଜନ) — ଶଠ ବ୍ଯକ୍ତି — A cheat
  • ବିଣ — ଖଳ — Wicked; wanton
  • ବିଣ — ନୃଶଂସ; କ୍ରୁର — Cruel
  • ବିଣ — ଅତି ମନ୍ଦ — Vile; very bad