ଦୁର୍ଗତ Durgata

  • ସଂ. ବିଣ. (ଦୁର+ଗମ୍. ଧାତୁ କର୍ତ୍ତୃ. ତ) — ବିପଦଗ୍ରସ୍ତ; ଦୁରବସ୍ଥାଗ୍ରସ୍ଥ — Stricken with calamity; overtaken by danger
  • ସଂ. ବିଣ. (ଦୁର+ଗମ୍. ଧାତୁ କର୍ତ୍ତୃ. ତ) — ଅତି ଦରିଦ୍ର — Very poor; poverty-stricken
  • ସଂ. ବିଣ. (ଦୁର+ଗମ୍. ଧାତୁ କର୍ତ୍ତୃ. ତ) — ଦୁଃଖୀ — Suffering; distressed